ଯଦି ଆମେ ଭୁଲ କହୁଛୁ ତାହେଲେ :-
ଆସନ୍ତୁ ସମସ୍ତେ ମିଶି ପ୍ଲାଷ୍ଟିକ କାରଖାନା ଗୁଡିକୁ ବନ୍ଦ କରିବା ।
ନ ହେଲେ ଆମର ବଞ୍ଚିବାର ଅଧିକାର ନାହିଁ ।
କିମ୍ବା ଆମର ବଂଶ ବିସ୍ତାର କରିବାର ଅଧିକାର ନାହିଁ ।
କିମ୍ବା ସନ୍ତାନ ଜନ୍ମ କରିବାର ଅଧିକାର ନାହିଁ ।
ଆମର ସନ୍ତାନ ମାନଙ୍କୁ ଉତ୍ତରାଧିକାର ସୂତ୍ରରେ ପ୍ଲାଷ୍ଟିକ ଦେଇ ତାଙ୍କର ଶ୍ରାପ ର ଭାଗୀଦାର ହେବାକୁ ଲାଜ ଲାଗିବ ନାହିଁ ।