ମନ୍ତ୍ର ଜପ କରିବା ନିୟମ :-

ଲାଭ ପାଇବା ପାଇଁ ହେଲେ -

ପ୍ରତ୍ଯେକ ମନ୍ତ୍ର ଅତି କମ ରେ - ୧ ମାଲା = ୧୦୮ ଥର , ଜପ କରିବା ଆବଶ୍ୟକ ।

ଗାୟତ୍ରୀ ମହାମନ୍ତ୍ର :-

ଓମ ଭୂର୍ଭୁବଃ ସ୍ଵଃ ତତ୍ସ ବିତୁର୍ବରେଣ୍ଯଂ ଭର୍ଗୋ ଦେବସ୍ଯ ଧିମହି ଧିୟୋ ୟୋନଃ ପ୍ରଚୋଦୟାତ ।।